ଟିଟୋ ଗ୍ୟାଙ୍ଗ ସକ୍ରିୟ: କଟକରେ ପୁଣି ଏନ୍‌କାଉଣ୍ଟର,ଟୁଟୁନି ଆହତ

କଟକ : ଗତକାଲିର ଡବଲ୍‌ ଏନକାଉଣ୍ଟର ପରେ ଆଜି କଟକ ପୁଲିସ୍‌ ପୁଣି ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର କରିଛି। ଆଜିର ଏହି ଏନକାଉଣ୍ଟରକୁ ମିଶାଇ କଟକ ପୁଲିସର ଏନକାଉଣ୍ଟର ସଂଖ୍ୟା ବର୍ଷକ ଭିତରେ ୧୫ରେ ପହଞ୍ଚିଛି। ଆଜି ପୁଲିସ ଏନକାଉଣ୍ଟରର ଶିକାର ହୋଇଥିବା ଯୁବକ ହେଉଛି ଜଗତପୁରର ଟୁଟୁନି ଓରଫ ଅଶୋକ କୁମାର ବେହେରା। ମାର୍ଚ୍ଚ ୨୮ ତାରିଖରେ ଜଗତପୁରରେ ଟେଣ୍ଡର ଫିକ୍ସିଂ ପାଇଁ ମହମ୍ମଦ ତାହିର ଅଲ୍ଲୀ … Continue reading ଟିଟୋ ଗ୍ୟାଙ୍ଗ ସକ୍ରିୟ: କଟକରେ ପୁଣି ଏନ୍‌କାଉଣ୍ଟର,ଟୁଟୁନି ଆହତ